fbpx

୩ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି

ଭୁବନେଶ୍ୱର, ୨୧ା୧୨(ଓଡ଼ିଶା ଭାସ୍କର): ୩ଜଣ ଆଇପିଏସ ଅଫିସରଙ୍କ ଡିଜି ପାହ୍ୟାଙ୍କୁ ପଦୋନ୍ନତି ହୋଇଛି । ରାଧାକ୍ରିଷ୍ଣନ ଶର୍ମା, ସନ୍ତୋଷ ବାଲା ଓ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କର ମଧ୍ୟ ଡିଜି ପାହ୍ୟାଙ୍କୁ ପଦୋନ୍ନତି ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.