ବ୍ରହ୍ମପୁରରେ ଫୁଟିଲା ବୋମା, ବୁଲେଟରେ ଆସି କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ କଲେ 3 ଦୁର୍ବୃତ୍ତ
କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟରଙ୍କ ଘରକୁ ବୋମା ମାଡ଼ କଲେ 3 ଦୁର୍ବୃତ୍ତ ।
ବ୍ରହ୍ମପୁର: କର୍ପୋରେଟରଙ୍କ ଘର ଉପରକୁ ବୋମାମାଡ଼ । 9 ନଂ ୱାର୍ଡ କର୍ପୋରେଟର ସନ୍ତୋଷ ସେଠୀଙ୍କ ଘରକୁ ବୋମା ମାଡ଼ ।
ଲକ୍ଷ୍ମୀମୃସିଂହ ସାହି ସ୍ଥିତ ବାସଭବନ ଉପରେ ବୋମା ମାଡ଼ କଲେ ଦୁର୍ବୃତ୍ତ । 3 ଦୁର୍ବୃତ୍ତ ବୁଲେଟରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ସୂଚନା ରହିଛି ।
ତେବେ ପୂର୍ବ ଶତ୍ରୁତା ଓ ବ୍ୟବସାୟିକ ଶତ୍ରୁତାରୁ ବୋମା ମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ ବହୁ ପୁରୁଣା ଅପରାଧୀଙ୍କ ହାତ ଥିବା ଏଭିଯୋଗ କରିଛନ୍ତି କର୍ପୋରେଟର । ଅଧିକ ସୂଚନା ପାଇଁ ଚଦନ୍ତ ଜାରି ରଖିଛି ପୋଲିସ ।