fbpx

ଚଳିତଥର ତିନି ରଥକୁ ନଭଙ୍ଗାଯାଇ ସଂଗ୍ରହାଳୟରେ ରଖିବା ନେଇ ନିଷ୍ପତ୍ତି

ପୁରୀ, ୨୨ା୭(ଓଡ଼ିଶା ଭାସ୍କର): ପୁରୀରେ ଚଳିତବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶେଷ ହୋଇସାରିଛି । କିନ୍ତୁ ଏବର୍ଷର ତିନୋଟି ରଥକୁ ନଭାଙ୍ଗିବାକୁ ସ୍ଥିର କରାଯାଇଛି । ଜଗନ୍ନାଥ ବଲ୍ଲଭ ପରିସରରେ ୩ରଥକୁ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ତେଣୁ ଜଗନ୍ନାଥ ବଲ୍ଲଭ ସଂଗ୍ରହାଳୟରେ ରଥ ରଖାଯିବା ନେଇ ନିର୍ମାଣ ଚାଲିଛି । କିଭଳି ରଥକୁ ନଭାଙ୍ଗି ରଖାଯିବ ଏନେଇ ବିଶ୍ୱକର୍ମା, ଭୋଇ ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଲୋଚନା କରିଛନ୍ତି ।

Get real time updates directly on you device, subscribe now.