fbpx

ରଥଯାତ୍ରାରେ ପୁରୀକୁ ଗଡିବ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ: ପୂର୍ବତଟ ରେଳପଥ

Advertisement

ଓଡିଶା ଭାସ୍କର: ରଥଯାତ୍ରାରେ ପୁରୀକୁ ୩୧୫ ଟି ସ୍ୱତନ୍ତ୍ର ଟ୍ରେନ ଗଡିବା ନେଇ ସୂଚନା ଦେଇଛି ପୂର୍ବତଚ ରେଳପଥ । ରଥଯାତ୍ରା ସମୟରେ ଯାତ୍ରୀଙ୍କ ଭିଡକୁ ଦୃଷ୍ଟିରେ ରଖାଯାଇ ସରକାର ଏଭଳି ପଦକ୍ଷେପ ନେଇଥିବାର ଜଣା ପଡିଛି । ଓଡିଶା ସହ ପଡୋଶୀ ରାଜ୍ୟରୁ ଏହି ସ୍ୱତନ୍ତ୍ର ଟ୍ରେନ ପୁରୀକୁ ଗଡିବ । ଯାତ୍ରୀ ସୁବିଧାରେ ଯାତାୟତ ପାଇଁ ଏହି ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଥିବାର କୁହଯାଉଛି । ପ୍ରାୟ ୧୫ ହଜାର ଯାତ୍ରୀଙ୍କ ବିଶ୍ରାମ ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି ସରକାର ।

Get real time updates directly on you device, subscribe now.