fbpx
BJD SKY
BJD SKY

କରୋନା ନେଲା ୩୪୭ ଜଣଙ୍କ ଜୀବନ

BJD

ନୂଆଦିଲ୍ଲୀ, ୧୯ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୪୭ ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ କରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୧୩୬କୁ ବୃଦ୍ଧି ପାଇଛି । ତେବେ ଦିନକରେ ୨୫ ହଜାର ୧୫୨ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଏହାଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ହଜାର ୫୯୯କୁ ବୃଦ୍ଧି ପାଇଛି । ତେବେ ଦେଶରେ କରୋନା ପଜିଟିଭଙ୍କ ସଂଖ୍ୟା କୋଟିଏ ଟପିଥିବା ଜଣାପଡ଼ିଛି । ମୋଟ ଆକ୍ଟିଭ କେସ ୩ ଲକ୍ଷ ୮ ହଜାର ୭୫୧ ଥିବାବେଳେ ସୁସ୍ଥ ସଂଖ୍ୟା ୯୫ ଲକ୍ଷ ୫୦ ହଜାର ୭୧୨ ରହିଛି ।

Get real time updates directly on you device, subscribe now.