fbpx

ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ, ପ୍ରଚଣ୍ଡ ଖରା ପାଇଁ ଧିମେଇ ଯାଇଛି ମତଦାନ

AAKASH

ଭୁବନେଶ୍ୱର: ଆଜି ସାରା ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି । ଦିନ ୧ଟା ସୁଦ୍ଧା ରାଜ୍ୟରେ ୩୫.୬୯% ମତଦାନ ହୋଇଥିବା ଜଣାଯାଇଛି । ଏହି ସମୟ ମଧ୍ୟରେ ଅନୁଗୁଳରେ ୩୬.୩୬%, କଟକରେ ୩୩.୩୩% ମତଦାନ ହୋଇଛି । ସେହିପରି ଦେବଗଡରେ ୪୧%, ଢେଙ୍କାନାଳରେ ୩୫.୬୯% ମତଦାନ ହୋଇଛି । କେନ୍ଦୁଝରରେ ୩୫.୫୯%, ଖୋର୍ଦ୍ଧାରେ ୩୩.୫୫% ମତଦାନ ହୋଇଛି । ମୟୂରଭଞ୍ଜରେ ୩୫.୯୧%, ନୟାଗଡରେ ୩୭.୬୯% ମତଦାନ ହୋଇଛି । ସେହିପରି ପୁରୀରେ ୩୭.୯୬%, ସମ୍ବଲପୁରରେ ୩୮.୨୮% ମତଦାନ ହୋଇଛି ।

Get real time updates directly on you device, subscribe now.