fbpx

ଉଡିବ ୩୬ଟି ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ,୫ ।୭: କରୋନା ମହାମାରୀ ପାଇଁ ଅନ୍ତର୍ଜାତୀୟ ବିମାନ ସେବା ଠପ୍ ହୋଇଛି । ଅନ୍ୟ ଦେଶରୁ ନା ବିମାନ ଆସୁଛି ନା ଯାଉଛି । ଏହାରି ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ଉଡିବାକୁ ଯାଉଛି ୩୬ଟି ଏୟାର ଇଣ୍ଡିଆ ବିମାନ । ଜୁଲାଇ ୧୧ରୁ ୧୯ ମଧ୍ୟରେ ‘ବନ୍ଦେ ଭାରତ’ ମିସନରେ ଏହି ବିମାନ ଉଡିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.