fbpx

୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ, ୩ ଗିରଫ

କୋରାପୁଟ, ୧୫/୬(ଓଡ଼ିଶା ଭାସ୍କର):ଦିନକୁ ଦିନ ଦେଶ ହେଉ କିମ୍ବା ରାଜ୍ୟ ଅପରାଧ ବଢ଼ିବାରେ ଲାଗିଛି। ମର୍ଡର, ଲୁଟ ଭଳି ଗଞ୍ଜେଇ, ବ୍ରାଉନସୁୁୁଗର ଏପରି ନିଶାଦ୍ରବ୍ୟ ଚୋରା ଚାଲାଣ ଅପରାଧ ଘଟୁୁୁଛି। ଏହାରି ମଧ୍ୟରେ ଆଜି କୋରାପୁଟ ସ୍ଥିତ ଦୋରାଗୁଡ଼ା ଛକରୁ ଏକ ବୋଲେରୋ ସହ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏନେଇ ୩ ଜଣଙ୍କୁ ଗିରଫ କରିଛି ବୈପାରିଗୁଡ଼ା ପୋଲିସ।

Get real time updates directly on you device, subscribe now.