ଭଦ୍ରକ: ଭଦ୍ରକ ଟାଉନ ଥାନାରେ ଯୁବକଙ୍କୁ ପୋଲିସ ମାଡ଼ ଅଭିଯୋଗ । ଦମ୍ପତିଙ୍କ ଝଗଡ଼ାରେ ମହିଳା କନଷ୍ଟେବଲ ହସ୍ତକ୍ଷେକରୁ ତୁମୁଳ କାଣ୍ଡ ।
କନଷ୍ଟେବଲଙ୍କୁ ମଦ୍ୟପ ଯୁବକ ଧକ୍କା ସହ ମାଡ଼ ମାରିଥିବା ଅଭିଯୋଗ । ଏହାପରେ ଯୁବକଙ୍କୁ ଥାନାକୁ ଆଣି ପୋଳିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଗତ କାଲି ଆହତ ଯୁବକଙ୍କୁ ଭଦ୍ରମ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ଯୁବକଙ୍କୁ ହସ୍ପିଟାଲରୁ ଆଣି ତରବରିଆ ଭାବେ ଜେଲରେ ଆଣି ରଖିଥିବା ସୂଚନା ।
ତେବେ ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିନି ।