fbpx

୪ ବିିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ବିଜେଡିର ୪ ପ୍ରାର୍ଥୀ ରାଜ୍ୟସଭାକୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେମାନେ ହେଉଛନ୍ତି ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ । ନିର୍ବାଚିତ ହୋଇଥିବାର ପ୍ରମାଣପତ୍ର ଆଜି ଦେଇଛନ୍ତି ରିଟର୍ଣ୍ଣିଂ ଅଫିସର । ଏପ୍ରିଲ ୨ରୁ ରାଜ୍ୟସଭାର ସଦସ୍ୟତା ଗ୍ରହଣ କରିବେ ଏହି ୪ ପ୍ରାର୍ଥୀ । ତେବେ ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା ।

Get real time updates directly on you device, subscribe now.