fbpx

ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ ବାତିଲ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟର ସବୁ ବାର୍ ଆସୋସିଏସନର ନିର୍ବାଚନ ଘୁଞ୍ଚିଛି । ମାର୍ଚ୍ଚ ୨୮ରେ ହେବାକୁ ଥିବା ନିର୍ବାଚନ ବାତିଲ ହୋଇ ଏପ୍ରିଲ ୨୫ ଯାଏଁ ସ୍ଥଗିତ ରହିଛି । ପ୍ରାର୍ଥିତ୍ୱ କାଗଜପତ୍ର ସଂପୃକ୍ତ ସଂଘରେ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ସ୍ଥଗିତ ରଖାଯିବା ନେଇ ଓଡିଶା ବାର କାଉନସିଲ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.