fbpx

ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲା: ୪ ଅଭିଯୁକ୍ତଙ୍କ ଜାମିନ ଖାରଜ

Advertisement

ପାଟନା,୧୮ ।୧୨(ଓଡିଶା ଭାସ୍କର) : ଭୁବନେଶ୍ବର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି ପୋକସୋ କୋର୍ଟ । ଆଜି ସକାଳେ ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷଣ ରଖିଥିଲେ । ତେବେ ମାମଲାର ଗମ୍ଭୀରତାକୁ ଦେଖି ୪ ଅଭିଯୁକ୍ତଙ୍କ ଜାମିନ ଖାରଜ କରିଛନ୍ତି କୋର୍ଟ ।

Get real time updates directly on you device, subscribe now.