fbpx

୫ଟା ସୁଦ୍ଧା ୭ ଜିଲ୍ଲା ସାବଧାନ୍!

AAKASH

ଭୁବନେଶ୍ୱର,୧୫ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଆଜି ଅପରାହ୍ଣ ୫ଟା ସୁଦ୍ଧା ୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି । ସେହି ୭ ଜିଲ୍ଲାଗୁଡିକ ହେଉଛି-ନୟାଗଡ଼, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ,କେନ୍ଦୁଝର ଓ ଜଗତସିଂହପୁର । ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ସହ ବଜ୍ରପାତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.