fbpx

ଏନକାଉଣ୍ଟରରେ ୪ ମାଓବାଦୀ ସଫା

ବାଲିଗୁଡ଼ା, ୯ା୯(ଓଡ଼ିଶା ଭାସ୍କର): ବାଲିଗୁଡ଼ା ସ୍ଥିତ ଧୁସେରି ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ଫଳରେ ୪ ମାଓବାଦୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି । ଏହାସହ ସିର୍କି ଓ ଗୁମ ଜଙ୍ଗଲରେ ଏବେ ବି ଗୁଳି ବିନିମୟ ଜାରି ରହିିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.