fbpx

ଗଞ୍ଜାମରେ ହେବ ଆଉ ୪ଟି କୋଭିଡ୍ ମେଡିକାଲ

ଗଞ୍ଜାମ,୧୦ ।୫(ଓଡିଶା ଭାସ୍କର): ଗଞ୍ଜାମରେ ଆଉ ୪ଟି କୋଭିଡ୍ ମେଡିକାଲ ହେବାକୁ ନିଷ୍ପତ୍ତି ନିଆଯାଇଛି । ୪ଟି ନୂଆ କୋଭିଡ୍ ହସ୍ପିଟାଲରେ ୪୭୦ଟି ଶର୍ଯ୍ୟା ରହିବ । ହିଞ୍ଜିଳିକାଟୁ, ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ ସମେତ ସାଇନ୍ସ କଲେଜ ଛତ୍ରପୁର, ଭଞ୍ଜନଗରର ଛାତ୍ରୀ ନିବାସରେ କୋଭିଡ୍ ମେଡିକାଲ ହେବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଗଞ୍ଜାମରେ ବର୍ତ୍ତମାନ ସୁଦ୍ଧା ୧୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.