ଭୁବନେଶ୍ୱର,୧୬ ।୯(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୨୯,୮୫୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Happy to share that Odisha has touched the highest single day recovery of #COVID19 patients with the discharge of 4121 patients today.
The total recovered cases of Odisha now stand at 129859.
752 from Khordha
440 from Cuttack
275 from Puri
272 from Jajapur
268 from Nuapada— H & FW Dept Odisha (@HFWOdisha) September 16, 2020
64 from Sundargarh
62 from Bhadrak
61 from Rayagada
60 from Sambalpur
56 from Nayagarh
51 from Kalahandi
29 from Gajapati
24 from Deogarh
24 from Nabarangpur
13 from Malkangiri— H & FW Dept Odisha (@HFWOdisha) September 16, 2020
ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୭୫୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି କଟକରୁ ୪୪୦, ପୁରୀରୁ ୨୭୫, ଯାଜପୁରରୁ ୨୭୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।