fbpx

କ୍ୱାରେଣ୍ଟିନରେ ଏମ୍ସର ୪ ଡାକ୍ତର

ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲର ୪ଜଣ ଡାକ୍ତରଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟିନକୁ ପଠାଯାଇଛି । ୪ଡାକ୍ତରଙ୍କ ସହ ୨ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ କ୍ୱାରେଣ୍ଟିନରେ ରଖାଯାଇଛି । ଜଣେ ଦୁର୍ଘଟଣାଗ୍ରସ୍ତ ଡ୍ରାଇଭରଙ୍କୁ ସେ ଚିକିତ୍ସା କରିଥିଲେ । ପରବର୍ତ୍ତୀ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଡ୍ରାଇଭର ଜଣକ କରୋନା ପଜିଟିଭ୍ ବାହାରିଲେ । ତେଣୁ ଚିକିତ୍ସା କରିଥିବା ଡାକ୍ତରଙ୍କୁ ସଙ୍ଗରୋଧରେ ରଖାଯାଇ ଥିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.