fbpx

ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୯ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୪୮କୁ ବୃଦ୍ଧି ପାଇଛି ।  ଏନେଇ ସ୍ବାସ୍ଥ୍ୟ ବିଭାଗ ନିଜ ୱେବସାଇଟ ରେ ସୂଚନା ଦେଇଛି । ବର୍ତ୍ତମାନ ରାଜ୍ୟ ରେ ୪୫ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି। ଆଜି ୪୦୮ ନମୁନା ପରୀକ୍ଷା ହୋଇଥିବା ବେଳେ ୬ ପଜିଟିଭି କେସ ସାମ୍ନାକୁ ଆସିଛି  ।

Get real time updates directly on you device, subscribe now.