fbpx

ବାଲେଶ୍ୱର ଶିଶୁ ଭବନରେ ଭୟାବହ ଅଗ୍ନିକାଣ୍ଡ

ବାଲେଶ୍ୱର,୯ ।୪(ଓଡିଶା ଭାସ୍କର): ବାଲେଶ୍ୱର ମେଡିକାଲ ଭିତରେ ଥିବା ଶିଶୁଭବନରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି । ସେଠାରେ ଚିକିତ୍ସାଧିନ ଥିବା ପିଲାମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଏହା ସହ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାରେ ପ୍ରୟାସ ଜାରି ରଖିଛି । କିନ୍ତୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.