fbpx

ରାଜ୍ୟରେ ଆଉ ୪କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର, ୧୧ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହୋସହ ଓଡ଼ିଶାରେ ପଜିଟିଭ୍ କେସ୍ ୫୪କୁ ବୃଦ୍ଧି ପାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଜ ୱେସାଇଟ୍ ମାଧ୍ୟମରେ ସୂଚନା ଦେଇଛି । ଉଲ୍ଲେଖଯୋଗ୍ୟ ଯେ କରୋନରେ ରାଜ୍ୟରେ ଏହି ୪ଜଣଙ୍କୁ ମିଶାଇ ୪୧ଜଣ ଆକ୍ଟିଭ୍ କେସ୍ ରହିଛି । ୧୨ଜଣ ସୁସ୍ଥ ହେବା ସାଙ୍ଗକୁ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.