fbpx

୫ବ୍ରାଉନସୁଗାର ଡିଲରଙ୍କୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ବ୍ରାଉନସୁଗାର, ଗଞ୍ଜେଇ ଏହିଭଳି ନିଶାଦ୍ରବ୍ୟ ଡିଲର ଦିନକୁ ଦିନ ବଢ଼ିବାରେ ଲାଗିଲେଣି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ଓ ବାଲେଶ୍ୱରରୁ ୫ବ୍ରାଉନସୁଗାର ଡିଲରଙ୍କୁ ଏସଟିଏଫ ଗିରଫ କରିଥିବା ସୂଚନା ମିଳିଛି । ସେମାନଙ୍କ ମଧ୍ୟରୁ ୩ବ୍ରାଉନସୁଗାର ମାଫିଆଙ୍କ ଘର ବାଙ୍ଗଲାଦେଶ ହୋଇଥିବା ଜଣାପଡ଼ିଛି । ୨୫୦ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଏହାସହ ୩.୫ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.