fbpx

କୃଷି ନୀତି-୨୦୨୦କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): କୃଷି ନୀତି-୨୦୨୦ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ୫ଦିନ ଧରି ୨୪ତାରିଖ ଯାଏଁ ଏହା ଚାଲିବ ବୋଲି ସୂଚନା ମିଳିଛି । କୃଷି ନୀତି-୨୦୨୦ ଉଦଘାଟନୀ ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଛନ୍ତି । ସେ କହିଛନ୍ତି ଚାଷ ଓ ଚାଷୀଙ୍କୁ ଗୁରୁତ୍ୱ ଦେଉଛନ୍ତି ସରକାର । କୃଷିର ବିକାଶ ପାଇଁ ମୋ ସରକାର କାମ କରୁଛନ୍ତି । ମୁଁ ଚାହେଁ ମୋ ଚାଷୀ ବିକାଶର ସାରଥୀ ହୁଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଁ ଚାହେଁ ମୋ ଚାଷୀ ସ୍ୱାଭିମାନରେ ବଞ୍ଚନ୍ତୁ ।

Get real time updates directly on you device, subscribe now.