fbpx

ଆନ୍ଧ୍ରରେ ଦୁର୍ଘଟଣା, ୫ଓଡିଆ ମୃତ

ଆନ୍ଧ୍ର, ୪ା୧: ଆନ୍ଧ୍ରପ୍ରଦେଶର ମଞ୍ଜୁସା ନିକଟରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ପୋଲତଳକୁ ଏକ କାର ଖସିପଡ଼ିଛି । କାରରେ ଥିବା ଗୋଟିଏ ପରିବାରର ୫ସଦସ୍ୟ ମୃତ ହୋଇଥିବା ସୂଚନା ମିଳିଛି । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଛି । ସମସ୍ତ ମୃତକ ବ୍ରହ୍ମପୁର ଅଞ୍ଚଳର ହୋଇଥିବା ଜଣାପଡ଼ିଛି । ଆନ୍ଧ୍ରପ୍ରଦେଶର ସୀମାଞ୍ଚଳରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.