fbpx

ବାଲେଶ୍ୱରର ୫ ନୁଆ ଆକ୍ରାନ୍ତ

ଭୁବନେଶ୍ୱର:୨୧ ।୪ : (ଓଡିଶା ଭାସ୍କର): ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆଉ ୫ କରେନା ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ମିଳିଛି । ଏହି ୫ ଜଣ ଯାକ ବାଲେଶ୍ୱରର । ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଏହି ସୂଚନା ମିଳିଛି । ଗତକାଲି ବାଲେଶ୍ୱରୁ ୨ଟି ପଜେଟିଭ କେଶ ଥିବା ସ୍ୱଷ୍ଟ ହୋଇଥିଲା ।ଆଜିର ରିପୋର୍ଟ ପରେ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ରେ ପଂହଚିଛି ।

Get real time updates directly on you device, subscribe now.