୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ

ମୋହନା: ଦିନକୁ ଦିନ ଗଞ୍ଜେଇ ଚୋରାଚାଲଣଙ୍କ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ସେମାନଙ୍କୁ ଧରିବା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଗଜପତି ଜିଲ୍ଲା ଶିକୁଳିପଦର ଗାଁ ନିକଟରେ ମୋହନା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ପାଟ୍ରୋଲିଂ ବେଳେ ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ପାଞ୍ଚ କ୍ୱିଣ୍ଟାଲ ଗଞ୍ଜେଇ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ବ୍ୟତୀତ ଏକ କାର ସହ ବାଇକ୍ ମଧ୍ୟ ଜବତ କରିଛି ମୋହନା ପୋଲିସ ।

Get real time updates directly on you device, subscribe now.