ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ବତ୍ତର୍ମାନ ବଲାଙ୍ଗିର ଗସ୍ତରେ ଯାଇଛନ୍ତି ୫ଟି ସଚିବ ଭି.କେ.ପାଣ୍ଡିଆନ୍ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲ ନିର୍ମାଣ କରାଯାଉଛି । ଏନେଇ ଆଜି ବଲାଙ୍ଗିର ଯାଇ କୋଭିଡ଼-୧୯ହସ୍ପିଟାଲର ସ୍ଥିତି ଯାଞ୍ଚ କରିଛନ୍ତି ଦୁଇ ସଚିବ ।ଏହାସହ ଆଜି ୪ଜିଲ୍ଲାରେ କୋଭିଡ଼-୧୯ ହସ୍ପିଟାଲର ସ୍ଥିତି ଯାଞ୍ଚ କରିବେ । ଜିଲ୍ଲାଗୁଡ଼ିକ ହେଉଛି ବଲାଙ୍ଗିର, ବରଗଡ଼, କନ୍ଧମାଳ, ସୋନପୁର । ଟ୍ୱିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।
Making a quick visit to see the Covid-Hospitals and other facilities created at Bolangir, Bargarh, Sonepur and Kandhamal by the Dist admn.Will review the resumption in agricultural activities & L/O preparedness. The Secy to Hon CM is joining too .
— ChiefSecyOdisha (@SecyChief) April 18, 2020