fbpx

ପୋଲିସର ତିନୋଟି ୫-ଟି ଉପକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮ା୧(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସର ତିନୋଟି ୫ଟି ଉପକ୍ରମର ଆଜି ଶୁଭାରମ୍ଭ ହୋଇଛି । ଏହାକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମରେ ଭର୍ଚୁଆଲ ପୋଲିସ ଷ୍ଟେସନ । ସେହିପରି ଦ୍ୱିତୀୟରେ ମେଡ଼ିକୋ ଲିଗାଲ ଓପିନିଅନ ସିଷ୍ଟମ ଏବଂ ତୃତୀୟରେ ରୋଡ଼ ଆକ୍ସିଡ଼େଣ୍ଟ କେସ୍ ଡକ୍ୟୁମେଣ୍ଟ ମଡ଼୍ୟୁଲ । ଏଣିକି ଭର୍ଚୁଆଲ ପୋଲିସ ଷ୍ଟେସନରେ ଅଭିଯୋଗ କରିହେବ । ଅଭିଯୋଗ କରିବା ପାଇଁ ଥାନାକୁ ଆଉ ଦୌଡ଼ିବାକୁ ପଡ଼ିବନାହିଁ ।

Get real time updates directly on you device, subscribe now.