fbpx

ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ହେବ ଦ୍ୱିତୀୟ କ୍ୟାମ୍ପସ

କଟକ, ୨୮ା୧(ଓଡ଼ିଶା ଭାସ୍କର): କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ଦ୍ୱିତୀୟ କ୍ୟାମ୍ପସ ହେବ । ହସ୍ପିଟାଲ ଗଭର୍ଣ୍ଣିଂ ବଡ଼ି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର ବେଡ଼ ସଂଖ୍ୟା ୪୨୫କୁ ବଢ଼ାଯିବ । ଡାକ୍ତର ଅଭାବ ପୂରଣ ପାଇଁ ପଦକ୍ଷେପ ନିଆଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.