fbpx

ସେବାୟତଙ୍କ ପରିବାରକୁ ମିଳିବ ୫ହଜାର ଟଙ୍କାର ସହାୟତା

Advertisement

ପୁରୀ, ୧୭ା୪(ଓଡ଼ିଶାଭାସ୍କର): ପ୍ରତି ସେବାୟତଙ୍କ ପରିବାରକୁ ୫ହଜାର ଟଙ୍କା ଲେଖାଏଁ ମିଳିବ । ଶ୍ରୀମନ୍ଦିରର ସେବାୟତଙ୍କ ପରିବାରକୁ ସହାୟତା ଦିଆଯିବ । ସବୁ ସେବାୟତ ପରିବାରକୁ ୫ହଜାର ଟଙ୍କା ମିଳିବ । ଏହି ସହାୟତା ରାଶି ସେବାୟତଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ହେବ । ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ୨୧୩୦ ପରିବାରଙ୍କ ପାଇଁ ୧କୋଟି ୬ଲକ୍ଷ ୫୦ହଜାର ସହାୟତା ଦିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.