fbpx
BJD SKY
BJD SKY

୬ ବର୍ଷର ବାଳକର ତଣ୍ଟିକାଟି ହତ୍ୟା; ଘର ପଛପଟୁ ମିଳିଲା ମୃତଦେହ

BJD

କଲ୍ୟାଣସିଂହପୁର: ୬ ବର୍ଷର ବାଳକକୁ ନୃଶଂସ ହତ୍ୟା । କାଶିପୁର ଥାନା ମାଣ୍ଡିବିଶି ଗାଁରେ ନୃଶଂସ ହତ୍ୟାକାଣ୍ଡ । ବାଳକର ତଣ୍ଟିକାଟି ଘର ବାଡ଼ିପଟେ ଫିଙ୍ଗିଦେଲେ ଦୁର୍ବୁତ୍ତ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୪ଟାରୁ ଖେଳିବାକୁ ଯାଇ ନିଖୋଜ ହୋଇଯାଇଥିଲା ବାଳକ, ଆଉ ସନ୍ଧ୍ୟାରେ ମିଳିଲା ମୃତଦେହ । ତେବେ କିଏ ଏବଂ କେଉଁ କାରଣରୁ ପିଲାଟିକୁ ଏପରି ନୃଶଂସ ଭାବରେ ହତ୍ୟା କରିଛି ତାହା ଜଣାପଡ଼ିନାହିଁ । ଅନୁମାନ କରାଯାଉଛି ପୂର୍ବ ଶତ୍ରୁତାରୁ କେହି ଏଭଳି କରିଥାଇପାରେ ।

Get real time updates directly on you device, subscribe now.