fbpx

ପିକନିକ୍ ବସ୍ ଦୁର୍ଘଟଣା: ୧୫ ଆହତ

ଭଞ୍ଜନଗର: କଳିଙ୍ଗା ଘାଟିରେ ପିକନିକ୍ ବସ୍ ଦୁର୍ଘଟଣାଗ୍ରସ୍ତ । ଅନ୍ଧାରୀକୋଟ ନିକଟରେ ବସ୍ ଦୁର୍ଘଟଣାରେ ୧୫ ଆହତ । ଭାରସାମ୍ୟ ହରାଇ ବସଟି ସୁରକ୍ଷା ୱାଲ ଉପରକୁ ଚଢ଼ିଯାଇଥିଲା । ତେବେ ଆହତମାନଙ୍କୁ ଉଦ୍ଧାର କରି ମେଡିକାଲ୍ ନେଇଛି ପୋଲିସ୍ । ପଶ୍ଚିମବଙ୍ଗରୁ ଓଡ଼ିଶା ଆସୁଥିଲା ବସ୍ ।

Get real time updates directly on you device, subscribe now.