fbpx

ରାଜ୍ୟର ୬୩ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ

ଭୁବନେଶ୍ୱର, ୨୧ା୪(ଓଡ଼ିଶା ଭାସ୍କର): ରାଜ୍ୟର ୬୩ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି ସରକାର । ଆକ୍ରାନ୍ତ ଥିବା ୫୮ବର୍ଷିୟ ବ୍ୟକ୍ତି କୋଲକାତାରୁ ଭଦ୍ରକରୁ ଆସିଥିଲେ । ୯ଏପ୍ରିଲରେ ଟ୍ରକ୍ ଜରିଆରେ କୋଲକାତାରୁ ବାସୁଦେବପୁରକୁୁ ଯାତ୍ରା କରିଥିଲେ । ୯ରୁ ୧୪ଏପ୍ରିଲ ସଙ୍ଗରୋଧରେ ରହିଥିଲେ । ୧୫ରୁ ୧୯ ଏପ୍ରିଲ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ୧୯ଏପ୍ରିଲରେ ତାଙ୍କର ନମୁନା ପରୀକ୍ଷା କରାଯିବା ପରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ୨୦ରେ କଟକ ଅଶ୍ୱିନୀ କୋଭିଡ଼୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

Get real time updates directly on you device, subscribe now.