fbpx

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୬ ମୃତ

ଛତିଶଗଡ଼, ୫/୯: ଛତିଶଗଡ଼ ଛେରିଖେଡ଼ିରେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି। ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଛି।  ଓଡ଼ିଶାରୁ ଶ୍ରମିକ ନେଇ ଗୁଜରାଟକୁ ଯାଉଥିଲା ଦୁର୍ଘଟଣାଗ୍ରସ୍ଥ ହୋଇଥିବା ବସ୍।  ମୃତକଙ୍କ  ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏହାସହ ଆହତକମାନଙ୍କୁ ମେଡକାଲରେ ଭର୍ତ୍ତି  କରାଯାଇଛି।

Get real time updates directly on you device, subscribe now.