fbpx

ଦୁର୍ଘଟଣାରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର

ଖୋର୍ଦ୍ଧା,୫/୯(ଓଡିଶା ଭାସ୍କର): ଖୋର୍ଦ୍ଧା ନାଚୁଣୀ ଫାଣ୍ଡି ହରିକୁଣ୍ଡ ବରଡି ଛକରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକ୍‌କୁ ଧକ୍କା ଦେଇଛି ଟ୍ରକ୍‌। ଫଳରେ ଟ୍ରକ୍ ସହ ଜଳିଗଲେ ଡ୍ରାଇଭର। ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ତେବେ ଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ବରକୁ ଯାଉଥିବା ସୂଚନା ମିଳିଛି।

Get real time updates directly on you device, subscribe now.