fbpx

ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର):ଓଡ଼ିଶାରେ ଆଉ ୭ ଜଣ କୋରୋନା ପଜିଟିଭ ଚିହ୍ନଟ l ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮କୁ ବୃଦ୍ଧି l ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକର ୩ ଓ ସୁନ୍ଦରଗଡ଼ର ୪ ଜଣ l ଏବେ ୮୦ ଜଣ ଚିକିତ୍ସିତ ହେଉଛନ୍ତି, ୩୭ ଜଣ ସୁସ୍ଥ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

Get real time updates directly on you device, subscribe now.