fbpx

ମଦ ମହଙ୍ଗା,ଲାଗିଲା କରୋନା ଟ୍ୟାକ୍ସ

ଭୁବନେଶ୍ୱର:୫ ।୫(ଓଡିଶା ଭାସ୍କର): ମହଙ୍ଗା ହେଲା ମଦ । ଏକାଥରକେ ୭୦ ପ୍ରତିଶତ ବଢ଼ିଲା ଦାମ । ଆଜିଠାରୁ ଏହି ନୂଆ ଦରରେ ମଦ ବିକ୍ରି ହେବ । ଏହି ବଦ୍ଧିତ ଦରକୁ କରୋନା ଟ୍ୟାକ୍ସ ହିସାବରେ ଲୋକଙ୍କଠାରୁ ନିଆଯିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର ।

ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନ୍ୟ ରାଜ୍ୟ ସରକାର ବି ଏଭଳି କରିବାକୁ ଚିନ୍ତା କରୁଛନ୍ତି । ପୂର୍ବରୁ କିନ୍ତୁ ଦିଲ୍ଲୀରେ ମଦ ଉପରେ ଟ୍ୟାକ୍ସ ଦେବାକୁ ପଡୁନଥିଲା । କେବଳ ପ୍ରସ୍ତୁତି ଓ ବିତରଣ ଦରରେ ହିଁ ବିକ୍ରୟ କରାଯାଉଥିଲା ।

Get real time updates directly on you device, subscribe now.