fbpx

କଟକରେ ପୁଣି ବାହାରିଲେ ପଜିଟିଭ୍, ଆଜି ୭୩ ଚିହ୍ନଟ

କଟକ,୧୧ ।୮(ଓଡିଶା ଭାସ୍କର): କଟକ ଜିଲ୍ଲାର ୭୬ ନୂଆ କରୋନା ପଜିଟିଭରୁ ୭୩ ଜଣ ସହରରୁ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ କଟକ ସହରରେ କରୋନା ପଜିଟିଭ ସଂଖ୍ୟା ୧୭୯୪କୁ ବୃଦ୍ଧି ପାଇଛି । ମାଲଗୋଦାମ ଜାଲୁଆ ସାହି କଣ୍ଟେନମେଣ୍ଟ ଜୋନରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧,୭୯୪ ପଜିଟିଭରୁ ୧୦ ମୃତ, ୯୧୪ ସୁସ୍ଥ ଓ ୮୭୦ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.