fbpx
BSKY SKY
BSKY SKY

ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିବା ନେଇ ରୁଷର ସୂଚନା

BSKY

ରୁଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଯୁଦ୍ଧ । ଗୁରୁବାର ସକାଳେ ୟୁକ୍ରେନ ଉପରେ ଆକ୍ରମଣ ଘୋଷଣା କରିଥିଲେ ରୁଷ ରାଷ୍ଟ୍ରପତ ଭ୍ଲାଦିମିର ପୁଟିନ୍ । ଯାହାକୁ ନେଇ ବିଶ୍ୱ ସ୍ତରରେ ଆରମ୍ଭ ହୋଇଛି ସମାଲୋଚନା । ସେପଟେ ବ୍ରିଟେନ, ଫ୍ରାନ୍ସ ୟୁକେନ କୁ ସମର୍ଥନ ଜଣାଇଛନ୍ତି । ୟୁକ୍ରେନ ଉପରେ ଲଗାତାର ଭାବରେ ଆକ୍ରମଣ କରିଚାଲିଛି ରୁଷ । ରୁଷ ପର୍ଯ୍ୟନ୍ତ ୟୁକ୍ରେନର ୧୧ଟି ଏୟାର ଫିଲ୍ଡ, ୭୪ ଟି ସେନା ଶିବିର ଧ୍ୱଂସ କରିଥିବା ରୁଷିଆର ଦାବି କରିଛି ରୁଷ ।

Get real time updates directly on you device, subscribe now.