ଭୁବନେଶ୍ୱର,୨୦।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୭୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୨୧ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୦୨,୭୯୬ କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ଅନୁଗୁଳରୁ ସର୍ବାଧିକ ୭୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 19th November
New Positive Cases: 757
In Quarantine: 436
Local contacts: 321(Details of local contacts will be shared by concerned District Administration)
District Wise Cases:
1. Angul: 75
2. Balasore: 34
3. Bargarh: 12
4. Bhadrak: 19
5. Balangir: 35— I & PR Department, Odisha (@IPR_Odisha) November 20, 2020
22. Nawarangpur: 10
23. Nayagarh: 6
24. Nuapada: 41
25. Puri: 9
26. Rayagada: 4
27. Sambalpur: 35
28. Sonepur: 1
29. Sundargarh: 52
30. State Pool: 14New recoveries: 1019
Cumulative tested: 5471180
Positive: 312545
Recovered: 302796
Active cases: 8088— I & PR Department, Odisha (@IPR_Odisha) November 20, 2020