fbpx

ଛତିଶଗଡ଼ରେ ମାଓବାଦୀଙ୍କ ସହିତ ମୁହାଁମୁହିଁ: ୮କୁ ବଢ଼ିଲା ଯବାନଙ୍କ ମୃତ୍ୟୁସଂଖ୍ୟା, ୧୫ ନିଖୋଜ

ରାୟପୁର, ୪ା୪: ଛତିଶଗଡ଼ରେ ମାଓବାଦୀଙ୍କ ସହ ମୁହାଁମୁହିଁ ଘଟଣାରେ ଯବାନଙ୍କ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଛି । ତେବେ ୩୦ ଜଣ ଆହତ ଯବାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୧୫ ଯବାନ ନିଖୋଜ ଅଛନ୍ତି । ବିଜାପୁର ତେରମ ଥାନା ଅଞ୍ଚଳରେ ମାଓବାଦୀମାନେ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରିଥିଲେ । ୭ ଜଣ ଯବାନଙ୍କୁ ବାୟୁସେନାର ହେଲିକପ୍ଟର ଯୋଗେ ରାୟପୁରକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.