fbpx

ଥରୁଛି ଓଡିଶା: ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା

Advertisement

ଭୁବନେଶ୍ୱର,୨୬ ।୧୨(ଓଡିଶା ଭାସ୍କର): ସାରା ରାଜ୍ୟରେ ଶୀତର ଲହରି ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୯ଟି ସହରର ତାପମାତ୍ରା । ୫.୫ ଡିଗ୍ରୀ ତାପମାତ୍ରା ସହ ଫୁଲବାଣୀ ହୋଇଛି ରାଜ୍ୟର ସବୁଠାରୁ ଥଣ୍ଡା ସହର । ସେହିପରି ଦାରିଙ୍ଗବାଡିରେ ୬, କୋରାପୁଟରେ ୮.୨, ସୁନ୍ଦରଗଡ ଓ ଝାରସୁଗୁଡାରେ ୮.୫, ଭବାନୀପାଟଣାରେ ୯, କେନ୍ଦୁଝରରେ ୯.୮, ବୌଦ୍ଧ ଓ ବାରିପଦାରେ ୧୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।

 

Get real time updates directly on you device, subscribe now.