fbpx

ମଦ ନମିଳିବାରୁ ସାନିଟାଇଜର ପିଇ ଚାଲିଗଲା ୯ ଜୀବନ

ଆନ୍ଧ୍ରପ୍ରଦେଶ, ୩୧ା୭(ଓଡ଼ିଶା ଭାସ୍କର): କରୋନାରେ ହଜାର ହଜାରଙ୍କ ଜୀବନ ଯାଉଥିବା ବେଳେ ଆନ୍ଧ୍ର ପ୍ରଦେଶ ସ୍ଥିତ ପ୍ରକାଶମ୍ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ମଦ ନମିଳିବାରୁ ପ୍ରାୟ ୨୦ଜଣ ଲୋକ ସାନିଟାଉଜର ପିଇଦେଇଥିଲେ । ସାନିଟାଇଜର ପିଇଥିବା ୨୦ଜଣଙ୍କ ମଧ୍ୟରୁ ୯ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି । କିନ୍ତୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏହି ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଖୋଳତାଡ଼ କରୁଛି ।

Get real time updates directly on you device, subscribe now.