fbpx

୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାୟଗଡା,୧୬ ।୧୨(ଓଡିଶା ଭାସ୍କର): ରାୟଗଡା ଜିଲ୍ଲା ଟିକିରି ଥାନା ପୋଡକଣାର ଛେଳିଆ ମାଝୀ ହତ୍ୟା ଘଟଣାର ରାୟ ଆଜି ପ୍ରକାଶ ପାଇଛି । ଏହି ଘଟଣାରେ ସମ୍ପୃକ୍ତ ୯ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ୍ । ତେବେ ଜମିଜମା ବିବାଦକୁ କେନ୍ଦ୍ର କରି ଛେଳିଆଙ୍କୁ ହତ୍ୟା କରାଯାଇଥିଲା ।

Get real time updates directly on you device, subscribe now.