fbpx

OSSC ତରଫରୁ ବାହାରିଲା ୧୪୦ଟି ପଦବୀ, ସମସ୍ତ ଗ୍ରାଜୁଏଟ୍ ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ (ଓଏସଏସସି) ପକ୍ଷରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଜୁନିଅର ଆସିଷ୍ଟାଣ୍ଟ ପଦବୀରେ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗରେ ଏହି ନିଯୁକ୍ତି ପ୍ରଦାନ କରାଯିବ । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ପ୍ରଥମେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ ଭାବେ ପଢ଼ି ଅନଲାଇନରେ ଆବେଦନ କରିବାକୁ ଅନୁରୋଧ ।

ମୋଟ ପଦବୀ ସଂଖ୍ୟା: ୧୪୦

ଦରମା: ୧୩,୩୦୦/- pm

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟରେ ଗ୍ରାଜୁଏସନ ପାସ୍ କରିଥିବେ । ଏଥିସହ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ।

ବୟସ: ପ୍ରାର୍ଥୀଙ୍କର ବୟସ ୨୧ରୁ ୩୨ ବର୍ଷ ମଧ୍ୟରେ ହୋଇଥିବ ।

ପରୀକ୍ଷା ଫିସ୍: ୨୦୦/- (SC/ ST/ PwDଙ୍କ ପାଇଁ ଛାଡ଼)

ଅନଲାଇନ ରେଜିଷ୍ଟ୍ରେସନ ଆରମ୍ଭ ତାରିଖ: ୨୨.୧୨.୨୦୨୧

ଅନଲାଇନ ରେଜିଷ୍ଟ୍ରେସନ ଶେଷ ତାରିଖ: ୨୪.୦୧.୨୦୨୨

ଅନଲାଇନ ଆପିଲିକେସନ ସବମିଟ୍ ଶେଷ ତାରିଖ: ୩୧.୦୧.୨୦୨୨

ଅନଲାଇନ ଆବେଦନ ଲିଙ୍କ: Available Soon

ଅଫିସିଆଲ ନୋଟିଫିକେସନ ଲିଙ୍କ: https://nijuktikhabar.in/wp-content/uploads/2021/12/Notification-OSSC-Junior-Assistant-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://ossc.gov.in/Public/OSSC/Default.aspx

Get real time updates directly on you device, subscribe now.