ପାସ୍ ହେଲା ନିର୍ବାଚନ ସଂଶୋଧନ ବିଲ୍, ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର

ଲୋକସଭାରେ ପାସ୍ ହେଲା ନିର୍ବାଚନ ଆଇନ ସଂଶୋଧନ ବିଲ୍ ୨୦୨୧ ସୋମବାର ବିରୋଧ ସତ୍ତେ୍ୱ ଲୋକସଭାରେ ପାସ୍ ହୋଇଛି ଏହି ସଂଶୋଧନ ବିଲ୍ ଏହି ସଂଶୋଧନ ଅନୁଯାୟୀ ଏଣିକି ଭୋଟର ପଞ୍ଜୀକରଣ ପାଇଁ ଦରକାର ହେବ ଆଧାର ନମ୍ବର ଭୋଟରଙ୍କ ପରିଚୟ ପ୍ରମାଣ ଭାବରେ ଆଧାର ଗ୍ରହଣ କରିବାକ ପ୍ରସ୍ତାବ ତେବେ ବିଲ୍ ପାସ୍ ପରେ କାଲିଯାଏ ଲୋକସଭା ମୁଲତବି ରଖିଲେ ବାଚସ୍ପତି

ଏହା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିହେବ ତେବେ ଏହି ଲିଙ୍କ କରିବା ବିଷୟକୁ ସମ୍ପୂର୍ଣ୍ଣ ଭାବରେ ଇଚ୍ଛାଧୀନ ରଖାଯାଇଛି ପ୍ରଥମ ଥର ଭୋଟ ପ୍ରଦାନ କରୁଥିବା ଭୋଟରଙ୍କ ପଞ୍ଜୀକରଣ ପାଇଁ ରହିଥିବା ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି ପୂର୍ବରୁ କେବଳ ଜାନୁୟାରୀ ସୁଦ୍ଧା ପ୍ରଥମ ଥର ଭୋଟରଙ୍କ ପଞ୍ଜୀକରଣ ହେଉଥିବା ବେଳେ ବର୍ତ୍ତମାନ ଏହାକୁ ଥରକୁ ବୃଦ୍ଧି କରାଯାଇଛି ପ୍ରତି ମାସରେ ଥରେ ଲେଖାଏଁ ପଞ୍ଜୀକରଣର ସୁଯୋଗ ମିଳିବ