fbpx

ଗୁଡ଼ି ସୂତା ଲାଗି ଯୁବକ ମୃତ: ଥାନାରେ ଅଭିଯୋଗ କଲେ ପରିବାର ଲୋକ

କଟକ: ଗୁଡ଼ି ସୂତା ଲାଗି ବେକ କଟି ଯିବାରୁ ଯୁବକ ମୃତ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜଗତପୁର ପୀରବଜାରରେ ଅଞ୍ଚଳରେ ।

ମିଳିଥିବା ସୂଚନା ଅନୁଯାୟୀ ମୃତ ଯୁବକ ଭୈରପୁର ଅଞ୍ଚଳର । ଯୁବକ ବାଇକରେ ସ୍ତ୍ରୀଙ୍କୁ ବସାଇ ଯାଉଥିବାବେଳେ ଗୁଡ଼ି ସୂତା ସଂସ୍ପର୍ଶ ରେ ଆସିଥିଲେ ଫଳରେ ତାଙ୍କ ବେକ କଟିଯାଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ମୃତକ ପରିବାର ପକ୍ଷରୁ ଜଗତପୁର ଥାନାରେ ଅଭିଯୋଗ କରାଯାଇଛି ।

Get real time updates directly on you device, subscribe now.