fbpx

OSSCରେ ବାହାରିଲା ଜୁନିୟର କ୍ଲର୍କ ଚାକିରି, ସମସ୍ତ ଗ୍ରାଜୁଏଟଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (OSSC) ପକ୍ଷରୁ ଚାକିରି ଆଶାୟୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଜୁନିୟର କ୍ଲର୍କ ପଦବୀ ପାଇଁ ଏନେଇ ବିଜ୍ଞପ୍ତି ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀ ତଳେ ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ । ମୋଟ ୧୯ଟି ପଦବୀ ଖାଲିଥିବା ବେଳେ ଆସନ୍ତା ଜାନୁଆରୀ ମାସ ୨୦ ତାରିଖ ପୂର୍ବରୁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅନୁରୋଧ ।

ଶିକ୍ଷାଗତ ଯୋଗ୍ୟତା: କଳା/ ବିଜ୍ଞାନ/ ବାଣିଜ୍ୟରେ +୩ ପାସ୍ । ଏଥିସହ କମ୍ପ୍ୟୁଟର ଜ୍ଞାନ ସହ ଓଡ଼ିଆ ଭାଷା ଜାଣିଥିବା ନିହାତି ଦରକାର ।

ବୟସ: ୨୧ରୁ ୩୨ ବର୍ଷ ୦୧.୦୧.୨୦୧୯ ସୁଦ୍ଧା (SEBC, SC, ST, PwDଙ୍କ ପାଇଁ କୋହଳ ହେବ)
ଆବେଦନ ଫିସ୍: ୨୦୦ ଟଙ୍କା (SC/ ST/ PwDଙ୍କୁ ପାଇଁ ଛାଡ଼)

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୨୦.୧୨.୨୦୨୧

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୨୦.୧୦.୨୦୨୨

ଅଫିସିଆଲ୍ ୱେବସାଇଟ୍ ଲିଙ୍କ: www.ossc.gov.in

ବିଜ୍ଞାପନ ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2021/12/Notification-OSSC-Junior-Clerk.pdf

Get real time updates directly on you device, subscribe now.