fbpx

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ନାଁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୨୦୨୧ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ଆଜି ନାଁ ଘୋଷଣା ହୋଇଛି । ବିଶିଷ୍ଟ କବି ହୃଷୀକେଶ ମଲ୍ଲିକ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ପୁସ୍ତକ ‘ସରିଯାଇଥିବା ଅପେରା’ ପାଇଁ ପୁରସ୍କାର ପାଇବେ ହୃଷୀକେଶ । ଏହା ସହିତ ଦିଗରାଜ ବ୍ରହ୍ମା ପାଇବେ ୨୦୨୧ର ବାଲ୍ ସାହିତ୍ୟ ପୁରସ୍କାର । ‘ଗୀତ କହେ ମାଟିର କଥା’ ବହି ପାଇଁ ଦିଗରାଜଙ୍କୁ ମିଳିବ ପୁରସ୍କାର । ସେହିପରି ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଦେବବ୍ରତ ଦାସ । ‘ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ଦେବବ୍ରତଙ୍କୁ ଏହି ପୁରସ୍କାର ମିଳିବ ।

Get real time updates directly on you device, subscribe now.