fbpx

କ୍ୟାପିଟାଲ୍‌ ହସ୍ପିଟାଲରେ ବଢ଼ିଲା କରୋନା ଭୟ: ଡାକ୍ତରଙ୍କ ସହ ୨ ଜଣ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍‌ ହସ୍ପିଟାଲରୁ ଜଣେ ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଡାକ୍ତର, ଜଣେ ମ୍ୟାନେଜର ଓ ଅନ୍ୟ ଜଣେ ଫାର୍ମାସିଷ୍ଟ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ସଙ୍ଗରୋଧରେ ରଖାଯାଇଥିବା ନେଇ କ୍ୟାପିଟାଲ୍‌ ହସ୍ପିଟାଲ୍‌ କର୍ତ୍ତୃକ୍ଷ ସୂଚନା ଦେଇଛନ୍ତି । ଡାକ୍ତର ସହ ଅନ୍ୟ ସଂକ୍ରମିତଙ୍କ ସଂର୍ସ୍ପଶରେ ଆସିଥିବା ଲୋକଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଉଛି।

Get real time updates directly on you device, subscribe now.