fbpx

ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା: ଗାଁ ମଝିରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ

ଢେଙ୍କାନାଳ: ଗାଁ ମଝିରେ ୱାର୍ଡ ମେମ୍ବରଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା । କଙ୍କଡାହାଡ ଗାଁର ୱାର୍ଡ ମେମ୍ବର ଲିଲି ବେହେରାଙ୍କ ସ୍ୱାମୀ ବିଜୟଙ୍କୁ ହତ୍ୟା । ସଦର ଥାନା ନମିଚିରା ଗାଁରେ କିଛି ଦୁର୍ବୁତ୍ତ ଖଣ୍ଡାରେ ହାଣିଲେ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ, ଘଟଣାସ୍ଥଳରେ ସଦର ପୋଲିସ୍ ।

Get real time updates directly on you device, subscribe now.